New York: ଛୁଟି କାଟିବାକୁ ଯାଇ ଝିଅକୁ ହତ୍ୟା କଲା ବାପା, ରଚିଲା କିଡନାପ୍ ଡ୍ରାମା, ହ୍ରଦରୁ ମିଳିଲା ଝିଅର ମୃତଦେହ

ମଣ୍ଟ୍ରିଅଲର ଲୁସିଆନୋ ଫ୍ରାଟୋଲିନ ପ୍ରଥମେ ଝିଅର କିଡନାପ ନାଟକ କରିବା ପରେ ସେ ନିଜେ ହିଁ ଝିଅକୁ ହତ୍ୟା କରିଥିବା ଜଣା ପଡିଥିଲା। ଫରେଷ୍ଟ ରେଞ୍ଜରମାନେ ଟିକୋଣ୍ଡେରୋଗାରେ ଏକ ପୋଖରୀରେ ଝିଅଟିର ମୃତଦେହ ଉଦ୍ଧାର କରା ଯାଇଥିଲା।

New York: ଛୁଟି କାଟିବାକୁ ଯାଇ ଝିଅକୁ ହତ୍ୟା କଲା ବାପା, ରଚିଲା କିଡନାପ୍ ଡ୍ରାମା, ହ୍ରଦରୁ ମିଳିଲା ଝିଅର ମୃତଦେହ
Array