Nidhi Tiwari: PM ମୋଦିଙ୍କର ବ୍ୟକ୍ତିଗତ ସଚିବ ହେଲେ IFS ଅଧିକାରୀ ନିଧି ତିୱାରୀ

IFS ଅଧିକାରୀ ନିଧି ତିୱାରୀ ୨୦୨୨ରୁ ପିଏମଓରେ ଡେପୁଟି ସେକ୍ରେଟାରୀ ରହିଥିଲେ । ଏବେ ତାଙ୍କୁ ମିଳିଛି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ । ସେ ପ୍ରଧାନମନ୍ତ୍ରୀଙ୍କର ପ୍ରଶାସନିକ ଓ ରାଜନୈତିକ କାର୍ଯ୍ୟରେ ସହଯୋଗ କରିବେ ।

Nidhi Tiwari: PM ମୋଦିଙ୍କର ବ୍ୟକ୍ତିଗତ ସଚିବ ହେଲେ IFS ଅଧିକାରୀ ନିଧି ତିୱାରୀ
Array