No Cash in ATM: ଏଟିଏମରେ ଟଙ୍କା ନାହିଁ, ଗ୍ରାହକ ଦୌଡ଼ି ଦୌଡ଼ି ନୟାନ୍ତ
ବାଲେଶ୍ବର ଓ ବାରିପଦାର ଶହେ ପ୍ରତିଶତ ଏସବିଆଇ ଏଟିଏମ କାଉଣ୍ଟର ଟଙ୍କା ଶୂନ୍ୟ। କିଏ ମେଡିସିନ୍ ପାଇଁ ହେଉ କି କିଏ ଅତ୍ୟାବଶ୍ୟକ ସାମଗ୍ରୀ ନେବାକୁ କାର୍ଡ ଧରି ଟଙ୍କା ଉଠାଇବାକୁ ଏସବିଆଇ ଏଟିଏମ୍ କୁ ଆସିଲା ବେଳକୁ ନୋ କ୍ୟାସ ସିଗନାଲ ଦେଖି ବିରକ୍ତ ହୋଇ ଫେରୁଛନ୍ତି। ସହରର ଭିତର ଅପେକ୍ଷା, ଉପକଣ୍ଠରେ ସମସ୍ୟା ଅଧିକ ଜଟିଳ।