Israel Gaza Strip Conflict: ଗାଜାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବୁ- ନେତନ୍ୟାହୁ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ସମ୍ପୂର୍ଣ୍ଣ ଗାଜାକୁ ନିୟନ୍ତ୍ରଣକୁ ନେବେ ବୋଲି ସୋମବାର କହିଛନ୍ତି। କିଛିଦିନ ହେବ ଯୁଦ୍ଧରୁ ବିରତ ଥିବା ଇସ୍ରାଏଲ ପୁଣି ଥରେ ଆକ୍ରମଣକୁ ଜୋରଦାର କରିଛି। ଏହା ସହିତ ଆସନ୍ତା କିଛି ଦିନି ମଧ୍ୟ ଇସ୍ରାଏଲ ସମ୍ପୂର୍ଣ୍ଣ ଗାଜା ନିଜ ନିୟନ୍ତ୍ରଣକୁ ନେବ ବୋଲି କହିଛନ୍ତି ନେତନ୍ୟାହୁ।

Israel Gaza Strip Conflict: ଗାଜାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବୁ- ନେତନ୍ୟାହୁ
Array