Nor'wester Rain Likely From 20 March in Odisha, Strong Winds and Showers Predicted: Sarat Sahoo
#୨୦ରୁ_କାଳବୈଶାଖୀ! ୨୦ ତାରିଖରୁ ହୋଇପାରେ କାଳବୈଶାଖୀ। ଏହି ସମୟରେ ପବନର ବେଗ ୭୦ରୁ ୭୫ କିଲୋମିଟର ରହିପାରେ। କୁଆପଥର ବୃଷ୍ଟି ସମ୍ଭାବନା ମଧ୍ୟ ରହିଛ। ତେଣୁ ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା କମ୍ ହୋଇପାରେ
#୨୦ରୁ_କାଳବୈଶାଖୀ!
୨୦ ତାରିଖରୁ ହୋଇପାରେ କାଳବୈଶାଖୀ। ଏହି ସମୟରେ ପବନର ବେଗ ୭୦ରୁ ୭୫ କିଲୋମିଟର ରହିପାରେ। କୁଆପଥର ବୃଷ୍ଟି ସମ୍ଭାବନା ମଧ୍ୟ ରହିଛ। ତେଣୁ ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା କମ୍ ହୋଇପାରେ