Odia Film Pade Akasha Biopic: ଦିବ୍ୟାଙ୍ଗଙ୍କ ପାଇଁ ଜଗା ଦର୍ଶନର ବାଟ ଖୋଲିଦେଲା 'ପାଦେ ଆକାଶ' !

ଶ୍ରୁତି ମହାପାତ୍ରଙ୍କ ଜୀବନ ଉପରେ ଆଧାରିତ 'ପାଦେ ଆକାଶ' ଶ୍ରୁତିଙ୍କ ଜରିଆରେ ବଖାଣିଛି ଶ୍ରୀମନ୍ଦିରରେ ନିଇତି ଦିବ୍ୟାଙ୍ଗ ଭୋଗୁଥିବା ସମସ୍ୟାର କାହାଣୀ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଏହି ଫିଲ୍ମକୁ ଦେଖି ଭାବବିହ୍ବଳ ହେବା ସହ କରିଥିଲେ ହୃଦୟସ୍ପର୍ଶୀ ଘୋଷଣା ।

Odia Film Pade Akasha Biopic: ଦିବ୍ୟାଙ୍ଗଙ୍କ ପାଇଁ ଜଗା ଦର୍ଶନର ବାଟ ଖୋଲିଦେଲା 'ପାଦେ ଆକାଶ' !
Array