ବାଇକ୍- ଟ୍ରଲର ଧକ୍କା, ୨ ଯୁବକଙ୍କ ମୃତ୍ୟୁ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ତୁମୁଲିଆ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ରାମନବମୀ ଉପଲକ୍ଷେ ବାଇକ୍ ରାଲି ବେଳେ ଟ୍ରଲର ସାଙ୍ଗରେ ବାଇକର ଧକ୍କା ଘଟିଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ ଘଟିଛି । ବାଲିଶଙ୍କରାରୁ ସବଡେଗାକୁ ଆସୁଥିଲା ରାଲି। ମୃତ ଦୁଇ ଯୁବକ ହେଲେ ସବଡେଗାର ବୋଲି ଜଣାପଡିଛି ।

ବାଇକ୍- ଟ୍ରଲର ଧକ୍କା, ୨ ଯୁବକଙ୍କ ମୃତ୍ୟୁ
accident