Odia YouTuber Controversy: ୟୁ-ଟ୍ୟୁବର ଲବ ହାଁସଦାଙ୍କ ଅଡୁଆ। ବଢିଲା, ଆଗରୁ ବିବାହ କରିଥିବା ନେଇ ସ୍ବୀକାର କଲେ ଭାଇ
ବହୁଚର୍ଚ୍ଚିତ ଓଡ଼ିଆ ଟ୍ରାଭେଲ୍ ବ୍ଲଗର ଲବ ହାଁସଦା ଖାଲି ଯେ- ଲଭ ଆଫେୟାର୍ସରେ ବୁଡ଼ିଥିଲେ, ତା ନୁହେଁ, ପ୍ରେମିକା ସୋଲମୀ ଓ ନୂଆ ନୂଆ ଯୁବତୀଙ୍କ ଆଗରେ ଅବିବାହିତ ଥିବାର ନାଟକ ବି କରୁଥିଲେ। ହେଲେ ଲବ ପୂର୍ବରୁ ବାହା ହୋଇଛନ୍ତି, ତାଙ୍କର ସ୍ତ୍ରୀ ଓ ଝିଅଟିଏ ବି ଅଛି, କିନ୍ତୁ ଏବେ ସେମାନେ ସମସ୍ତେ ଲବଙ୍କଠୁ ଅଲଗା ରହୁଛନ୍ତି।