Odisha Assembly: ଜାଣିଛନ୍ତି କି ଓଡ଼ିଶାର କେଉଁ ଜିଲ୍ଲାରେ ଅଛନ୍ତି ସବୁଠୁ ଅଧିକ ଷଣ୍ଢ?
ଓଡ଼ିଶାରେ ସମୁଦାୟ କେତେ ଷଣ୍ଢ ଅଛନ୍ତି, ସେଥିରୁ କେଉଁ ଜିଲ୍ଲାରେ କେତେ ଅଛନ୍ତି, କେଉଁ ଜିଲ୍ଲାରେ ସବୁଠାରୁ ଅଧିକ ଷଣ୍ଢ ଅଛନ୍ତି, ଗତବର୍ଷଠାରୁ ଏ ବର୍ଷ ଷଣ୍ଢଙ୍କ ସଂଖ୍ୟା କମିଛି ନା ବଢ଼ିଛି, ସରକାର ଷଣ୍ଢ ସଂଖ୍ୟା ବଢ଼େଇବାକୁ କଣ ପଦକ୍ଷେପ ନେଉଛନ୍ତି, ପଢ଼ନ୍ତୁ ଏହି ଖବରରୁ।