Odisha Assembly: ବିଧାନସଭାରେ କାହିଁକି କଂଗ୍ରେସର ଉଗ୍ରରୂପ; ଭେଦ ଖୋଲିଲେ ଜୟନାରାୟଣ, କହିଲେ...

ତୁରୀ ଫୁଙ୍କିଲେ, ବଇଁଶୀ ବଜେଇଲେ, କଳା ପୋଷାକ ପିନ୍ଧି ଘଣ୍ଟଘଣ୍ଟା ପିଟିଲେ । ଗୃହ ଭିତରେ ହଟ୍ଟଗୋଳ, ଗୃହ ବାହାରେ ପରିକ୍ରମା । ଗତକାଲି ହୁଇସିଲ୍ ବଜାଇବା ପରେ ଆଜି କଂଗ୍ରେସ ବିଧାୟକଙ୍କ ଏଭଳି ହୁଲ୍ଲଡବାଜିରୁ ପୁଣି ଧୋଇଗଲା ପ୍ରଶ୍ନକାଳ ।

Odisha Assembly: ବିଧାନସଭାରେ କାହିଁକି କଂଗ୍ରେସର ଉଗ୍ରରୂପ; ଭେଦ ଖୋଲିଲେ ଜୟନାରାୟଣ, କହିଲେ...
Array