Odisha-Bengal Border Dispute: Tension Escalates Over Ownership of Bhogarai's Sankhamedi Village
ଓଡ଼ିଶା ନା ବଙ୍ଗ, କାହାର ଶଂଖାମେଦୀ ? ଆନ୍ତଃରାଜ୍ୟ ସୀମା ବିବାଦରୁ ଅଣନିଃଶ୍ବାସୀ ବାଲେଶ୍ବର ଭୋଗରାଇ ବ୍ଲକର ସୀମାନ୍ତ ଗାଁ । ଓଡ଼ିଶାର ହୋଇବି ମିଳୁନି ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ! ବିଭାଗୀୟ ତଦନ୍ତ ପରେ ପଦକ୍ଷେପ, କହିଲେ ରାଜସ୍ବ ମନ୍ତ୍ରୀ