Odisha Govt Big Action: Puri Collector & SP Transferred, Agrawal & Priyadarshi Take Charge
#ବଦଳିଲେ_ଏସପି_କଲେକ୍ଟର ଶରଧାବାଲି ବଡ଼ ଅଘଟଣ ପରେ କଡ଼ା କାର୍ଯ୍ୟାନୁଷ୍ଠାନ। ଠେଲାପେଲାରେ ୩ ଶ୍ରଦ୍ଧାଳୁଙ୍କ ଜୀବନ ଯିବା ଘଟଣାର ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ଦେବା ସହ ଏକାବେଳେ ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର
#ବଦଳିଲେ_ଏସପି_କଲେକ୍ଟର
ଶରଧାବାଲି ବଡ଼ ଅଘଟଣ ପରେ କଡ଼ା କାର୍ଯ୍ୟାନୁଷ୍ଠାନ। ଠେଲାପେଲାରେ ୩ ଶ୍ରଦ୍ଧାଳୁଙ୍କ ଜୀବନ ଯିବା ଘଟଣାର ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ଦେବା ସହ ଏକାବେଳେ ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର