Odisha Politics: ଦେଶରେ ସର୍ବଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ୩ ପୁଲିସ ଥାନା ହେବ କି ରାଜ୍ୟର ରୋଲ୍ ମଡେଲ ?
ରାଜ୍ୟ ମୁଖ୍ୟାଳୟର ନାକତଳେ ଥିବା ଭରତପୁର ଆଦର୍ଶ ପୁଲିସ ଷ୍ଟେସନ ଘଟଣା ସମଗ୍ର ଦେଶରେ ଲଜ୍ଜାଜନକ ଛବି ଆଙ୍କିଥିଲା । ସର୍ବଭାରତୀୟସ୍ତରରେ ଓଡିଶା ପାଇଁ ଗୌରବ ଆଣିଥିବା ଗଞ୍ଜାମର ଏହି ୩ ଥାନାକୁ ରାଜ୍ୟ ସରକାର ରୋଲମଡେଲ ଭାବେ ନେବାର ଅବଶ୍ୟକତା ନାହିଁ କି ?