ଚିନ୍ତା କରନ୍ତୁନି, ଏଣିକି ୪୨ ବର୍ଷ ବୟସ ହୋଇଥିଲେ ବି ମିଳିବ ଚାକିରି

ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର।  ଏଣିକି ଆଉ ୩୨ ନୁହେଁ ୪୨। ସରକାରୀ ଚାକିରି ଆବେଦନର ବୟସ ସୀମା ବଢ଼ିଲା । ଏହି ନିଷ୍ପତ୍ତି ଉପରେ ମୋହର ମାରିଲା ରାଜ୍ୟ କ୍ୟାବିନେଟ୍‌ ।

ଚିନ୍ତା କରନ୍ତୁନି, ଏଣିକି ୪୨ ବର୍ଷ ବୟସ ହୋଇଥିଲେ ବି ମିଳିବ ଚାକିରି
Array