Odisha Strives for Global Recognition for Historic 'Bali Jatra'

ବାଲିଯାତ୍ରା ହେଉଛି ଓଡ଼ିଶାର ଗର୍ବ ଓ ଗୌରବ । ଏହାକୁ ଅଧିକ ପ୍ରସିଦ୍ଧ ତଥା ସୁଦୂର ପ୍ରସାରୀ କରିବା ନିମନ୍ତେ ଅନ୍ତର୍ଜାତୀୟ ମାନ୍ୟତା ଦାବି ହୋଇଛି। ଖୁବଶୀଘ୍ର ୟୁନିସ୍କୋ କମିଟି ଆସି ଏହାର ତଦାରଖ କରିବ ବୋଲି ବିଧାନସଭାରେ କହିଛନ୍ତି ମନ୍ତ୍ରୀ