One side Love and Attack: ଏକପାଖିଆ ପ୍ରେମରୁ ଯୁବତୀଙ୍କୁ ଟାର୍ଗେଟ, ଛୁରାମାଡ଼ କରି ବିଫଳ ପ୍ରେମିକ ଫେରାର୍
ସେତିକିରେ ସନ୍ତୁଷ୍ଟ ହୋଇନଥିଲା ଏହି ପିଶାଚ ପ୍ରେମିକ। ତାର ହାତ, ପିଠି ଓ ବିଭିନ୍ନ ସ୍ଥାନକୁ ବ୍ଲେଡରେ କାଟି ହତ୍ୟା କରିଥିଲା। ତେବେ ଏଭଳି ଘଟଣାକୁ ବ୍ରହ୍ମପୁର ଏସ୍ପି ବି ଗୁରୁତର ସହ ନେଇଛନ୍ତି। ଏଭଳି ଘଟଣାରେ କୌଣସି ଗଣ୍ଡଗୋଳ ହେଲେ ପୋଲିସରେ ଅଭିଯୋଗ କରିବାକୁ କହିଛନ୍ତି।