Online Game: ଅନଲାଇନ୍ ଗେମରେ ଆକାଉଣ୍ଟରୁ କଟିଗଲା ୩୦୦୦ ଟଙ୍କା, ୧୨ ବର୍ଷର ବାଳକ ହାରିଦେଲା ଜୀବନ
ଜଣେ ବାଳକ ମୋବାଇଲ୍ ଫୋନରେ ଅନଲାଇନ୍ ଗେମ୍ ଖେଳୁଥିଲା। ଏହି ସମୟରେ ତା’ର ମା’ର ଆକାଉଣ୍ଟରୁ ୩ ହଜାର ଟଙ୍କା କଟିଗଲା। ପରିବାର ଲୋକ ବୁଝାଇବାକୁ ଚାହୁଁଥିଲେ, କିନ୍ତୁ ସେ ଚୁପଚାପ ନିଜ ରୁମକୁ ଚାଲିଗଲା ଏବଂ ଜୀବନ ହାରିଦେଲା।