Operation Keller in Jammu and Kashmir:  ଘରେ ପଶି ମାରିବ ସେନା, ସିନ୍ଦୂର ପରେ, ଅପରେସନ୍ କେଲର୍...

ଭାରତୀୟ ସେନା ଏହାର ସୋସିଆଲ ମିଡିଆ ଆକାଉଣ୍ଟରେ ଅପରେସନ୍ କେଲର ସମ୍ପର୍କରେ ସୂଚନା ଦେଇଛି। ଏହା ଅନ୍ତର୍ଗତ, ଜମ୍ମୁ ଏବଂ କାଶ୍ମୀର ଶୋପିଆନ ଜିଲ୍ଲାର ସୋଏକାଲ କେଲର ଅଞ୍ଚଳରେ ଏକ ବଡ଼ ଆତଙ୍କବାଦୀ ବିରୋଧୀ ଅପରେସନ କରାଯାଇଥିଲା।

Operation Keller in Jammu and Kashmir:  ଘରେ ପଶି ମାରିବ ସେନା, ସିନ୍ଦୂର ପରେ, ଅପରେସନ୍ କେଲର୍...
Array