Operation Sindoor: 'ଅପରେସନ୍ ସିନ୍ଦୂର' ନେଲା ସିନ୍ଦୂରର ବଦଲା; ପ୍ରତିଶୋଧରେ ଆଶ୍ବସ୍ତ ମୃତକଙ୍କ ପତ୍ନୀ, ମୋଦିଙ୍କ ପ୍ରଶଂସା...

ବାଲେଶ୍ବରର ମୃତ ପ୍ରଶାନ୍ତ ଶତପଥୀଙ୍କ ପତ୍ନୀ ପ୍ରିୟଦର୍ଶନୀ। ସେନାର ଅପେରସନ ସିନ୍ଦୂର ଜରିଆରେ ପାକିସ୍ତାନ ମାଟିରେ ଆତଙ୍କୀ ଗଡ଼ରେ ଏୟାର ଷ୍ଟ୍ରାଇକ ଖବର ଆସିବା ମାତ୍ରେ ତାଙ୍କ ପରିବାରରେ ଖେଳି ଯାଇଥିଲା ସାମାନ୍ୟ ଖୁସି।

Operation Sindoor:  'ଅପରେସନ୍ ସିନ୍ଦୂର' ନେଲା ସିନ୍ଦୂରର ବଦଲା; ପ୍ରତିଶୋଧରେ ଆଶ୍ବସ୍ତ ମୃତକଙ୍କ ପତ୍ନୀ, ମୋଦିଙ୍କ ପ୍ରଶଂସା...
Array