Operation Sindoor: 'ଅପରେସନ୍ ସିନ୍ଦୂର' ପରେ ଆକ୍ରମଣ ସ୍ଥଳର କିଛି ଦୃଶ୍ୟ
ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ଦୁଇ ସପ୍ତାହ ପରେ ଭାରତ ଦେଇଛି ଉଚିତ ଜବାବ। 'ଅପରେସନ୍ ସିନ୍ଦୂର' ଅଧୀନରେ ଭାରତୀୟ ସଶସ୍ତ୍ର ବାହିନୀ କରି ଆକ୍ରମଣ। ଏହି ଏକ ଏୟାର୍ ଷ୍ଟ୍ରାଇକ୍ରେ ପାକ୍ ଅଧିକୃତ କାଶ୍ମୀରରେ ନଅଟି ଆତଙ୍କବାଦୀ ଆଡ୍ଡା ଉପରେ ଭାରତ କ୍ଷେପଣାସ୍ତ୍ର ମାଡ଼ କରିଛି। ଆସନ୍ତୁ ଏହାର କିଛି ଫଟୋ ଉପରେ ନଜର ପକାଇବା।