ନବୀନଙ୍କୁ ଘାରିଛି କି ବିଜେଡି ଭାଙ୍ଗିଯିବା ଭୟ ?
୨୪\' ନିର୍ବାଚନରେ ପରାଜୟ ପରେ ନବୀନ, ତାଙ୍କ ଅନ୍ଦାଜ ଆଉ ନବୀନ ନିବାସରେ ଆସିଛି ଢେର୍ ପରିବର୍ତ୍ତନ। ନବୀନଙ୍କ ଦୁଇଟି କଥାକୁ ନେଇ ଏବେ ଚର୍ଚ୍ଚା। ପ୍ରଥମଟି କର୍ମୀଙ୍କୁ ଏକଜୁଟ୍ ରହିବାକୁ ଆହ୍ୱାନ। ଆଉ ଅନ୍ୟଟି ନିର୍ବାଚନ ପରାଜୟର ସମୀକ୍ଷା ନକରି ନିତି ନବୀନ ନିବାସକୁ ନେତାଙ୍କୁ ଡାକି ଆଲୋଚନା। ତେବେ ଏହା କଣ ସୂଚାଉଛି? କଣ ବିଭାଜନ ଆଡକୁ ମୁହାଁଇଛି କିବିଜେଡି?