Operation Sindoor: ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ, ‘ଅପରେସନ ସିନ୍ଦୂର' ଆତଙ୍କବାଦ ବିରୋଧରେ...

‘ଅପରେସନ ସିନ୍ଦୂର’ କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ । ଏହା ଆତଙ୍କବାଦ ବିରୋଧରେ ଦୃଢ଼ ଇଚ୍ଛାଶକ୍ତି, ସାମରିକ ଶକ୍ତିର କ୍ଷମତା । ଆଜି ଲକ୍ଷ୍ନୌରେ ବ୍ରହ୍ମୋସ ୟୁନିଟ୍‌ ଉଦ୍‌ଘାଟନ ବେଳେ ବଡ଼ ବୟାନ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ।

Operation Sindoor: ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ, ‘ଅପରେସନ ସିନ୍ଦୂର' ଆତଙ୍କବାଦ ବିରୋଧରେ...
Array