Operation Sindoor: ବିଶ୍ୱ ମଞ୍ଚରେ ଭାରତ କହିଲା ଦୁନିଆ ଶୁଣିଲା, ପଡ଼ିବ ତ ପ୍ରଭାବ ?

ଜାମ୍ମୁ ଓ କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ‘ଅପରେସନ ସିନ୍ଦୂର’ ଜରିଆରେ ପାକିସ୍ତାନ ଓ ପିଓକେରେ ଜୋରଦାର ଜବାବ ଦେଇଥିଲା। ଭାରତର କୂଟନୈତିକ ଓ ସାମରିକ ଶକ୍ତି ଦେଖି ପାକିସ୍ତାନ ଅସ୍ତ୍ରବିରତି ପ୍ରସ୍ତାବ ରଖିଥିଲା, ଯାହାକୁ ଭାରତ ଗ୍ରହଣ କରି ଆତଙ୍କବାଦ ଓ ଆଲୋଚନା ଏକସଙ୍ଗେ ଚଳିପାରିବ ନାହିଁ ବୋଲି କହି ସିନ୍ଧୁ ଜଳ ଚୁକ୍ତି ବାତିଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି। ଆନ୍ତର୍ଜାତୀୟ ମଞ୍ଚରେ ଭାରତ ପାକିସ୍ତାନର ଆତଙ୍କବାଦୀ ସମର୍ଥନକୁ ନେଇ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲା, ଯାହା ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି।

Operation Sindoor: ବିଶ୍ୱ ମଞ୍ଚରେ ଭାରତ କହିଲା ଦୁନିଆ ଶୁଣିଲା, ପଡ଼ିବ ତ ପ୍ରଭାବ ?
Array