Operation Sindoor: `ଭାରତ ଚାହିଁଥିଲେ ପାକିସ୍ତାନରେ ଆହୁରି ଧ୍ବଂସଲୀଳା ରଚିପାରିଥାନ୍ତା, କିନ୍ତୁ...'
ରାଜନାଥ କହିଛନ୍ତି, ଭାରତ ଖାଲି ଫ୍ଲାଇଟ୍ କି ମିସାଇଲ ପ୍ରସ୍ତୁତ କରୁନି । ନ୍ୟୁ ଏଜ୍ ୱାର୍ ଟେକ୍ନୋଲୋଜି ପାଇଁ ବି ଆମେ ପ୍ରସ୍ତୁତ । ୧୦ ବର୍ଷ ପୂର୍ବେ ଭାରତର ପ୍ରତିରକ୍ଷା ରପ୍ତାନୀ ହଜାରେ କୋଟିରୁ କମ୍ ରହିଥିଲା । ଯାହା ଏବେ ୨୩ ହଜାର ୫୦୦ କୋଟିକୁ ବୃଦ୍ଧି ପାଇଛି ।