Massive Earthquake Threat Looms: ଭାରତକୁ ବି ରହିଛି କି ବଡ଼ ଭୂମିକଂପ ଭୟ ?

କେବେ ଆସିବ, କେଉଁଠି ଆସିବ, କେତେ ଜୋରରେ ଆସିବ, କେହି କହିପାରିବେନି। କିଛି ଦିନ ତଳେ ମିଆଁମାରରେ ଭୂକଂପ ଭୀଷଣ ବିପର୍ଯ୍ୟୟ ଘଟାଇଥିବା ବେଳେ, ଆକଳନ କରାଯାଉଛି ଯେ ଭାରତକୁ ବି ରହିଛି ଭୂମିକଂପ ଭୟ।

Massive Earthquake Threat Looms: ଭାରତକୁ ବି ରହିଛି କି ବଡ଼ ଭୂମିକଂପ ଭୟ ?
Array