Pahalgam Attack: ପହଲଗାମ ଆକ୍ରମଣ ପୂର୍ବରୁ ଏହି ଅଭିନେତ୍ରୀମାନେ ମଧ୍ୟ ଯାଇଥିଲେ କାଶ୍ମୀର

ପହଲଗାମ ଆକ୍ରମଣ ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଯେଉଁମାନେ ଶାନ୍ତି ଖୋଜିବାକୁ ସେଠାକୁ ଯାଇଥିଲେ, ସେମାନେ କ’ଣ ଜାଣିଥିଲେ ଯେ ଏହା ସେମାନଙ୍କ ଜୀବନର ଶେଷ ଯାତ୍ରା ହେବ? ଟିଭି ଅଭିନେତ୍ରୀ ଦୀପିକା କକ୍କଡ ମଧ୍ୟ ତାଙ୍କ ସ୍ୱାମୀ ଶୋଏବଙ୍କ ସହ ସେହି ଘାଟିରେ ଥିଲେ ଏବଂ ଭାଗ୍ୟବଶତଃ ସେ ଆକ୍ରମଣ ପୂର୍ବରୁ ଦିଲ୍ଲୀ ଫେରି ଆସିଥିଲେ।

Pahalgam Attack: ପହଲଗାମ ଆକ୍ରମଣ ପୂର୍ବରୁ ଏହି ଅଭିନେତ୍ରୀମାନେ ମଧ୍ୟ ଯାଇଥିଲେ କାଶ୍ମୀର
Array