Pahalgam Attack: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସଂକଟରେ ଏହି ଫିଲ୍ମ; ବ୍ୟାନ୍ ପାଇଁ ଉଠୁଛି ଦାବି

ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଛି। ଏହି ସମୟରେ, ପାକିସ୍ତାନୀ ଅଭିନେତାଙ୍କ ଫିଲ୍ମ ‘ଅବିର ଗୁଲାଲ’କୁ ନେଇ ପୁଣି ଏକ ବିବାଦ ସୃଷ୍ଟି ହୋଇଛି। ଫୱାଦ ଖାନ ଏବଂ ବାଣୀ କପୁରଙ୍କ ଫିଲ୍ମକୁ ବୟକଟ୍‌ କରିବା ନେଇ ଦାବି ଆରମ୍ଭ ହୋଇଛି।

Pahalgam Attack: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସଂକଟରେ ଏହି ଫିଲ୍ମ; ବ୍ୟାନ୍ ପାଇଁ ଉଠୁଛି ଦାବି
Array