Pahalgam Attack: ସେଲିବ୍ରେସନ କରିଥିଲେ ଆତଙ୍କୀ
ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେ ଏନଆଇଏକୁ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଆକ୍ରମଣ ପରେ ପାକିସ୍ତାନୀ ଆତଙ୍କବାଦୀମାନେ ସେଲିବ୍ରେସନ କରିଥିଲେ। ସାକ୍ଷୀଙ୍କୁ ‘ଷ୍ଟାର ପ୍ରୋଟେକ୍ଟେଡ୍ ଓ୍ଵିଟନେସ’ ମାନ୍ୟତା ଦିଆଯାଇଛି ।