Pahalgam Terror Attack: PM Modi Cuts Short Saudi Trip, Returns to Delhi
#ଦିଲ୍ଲୀ_ଫେରିଲେ_ମୋଦି ପହଲଗାମ୍ ଆତଙ୍କୀ ହମଲା ପରେ ସାଉଦି ଆରବ ଗସ୍ତ ଅଧାରୁ ଫେରି ଆସିଲେ ପ୍ରଧାନମନ୍ତ୍ରୀ। ଆଜି ସକାଳୁ ସେ ଦିଲ୍ଲୀରେ ପହଞ୍ଚିଛନ୍ତି। ଆଜି ଦିଲ୍ଲୀରେ ସୁରକ୍ଷା ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସେ ଯୋଗ ଦେବେ।
#ଦିଲ୍ଲୀ_ଫେରିଲେ_ମୋଦି
ପହଲଗାମ୍ ଆତଙ୍କୀ ହମଲା ପରେ ସାଉଦି ଆରବ ଗସ୍ତ ଅଧାରୁ ଫେରି ଆସିଲେ ପ୍ରଧାନମନ୍ତ୍ରୀ। ଆଜି ସକାଳୁ ସେ ଦିଲ୍ଲୀରେ ପହଞ୍ଚିଛନ୍ତି। ଆଜି ଦିଲ୍ଲୀରେ ସୁରକ୍ଷା ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସେ ଯୋଗ ଦେବେ।