Pahalgam terror attack: ପହଲଗାମ ଆକ୍ରମଣ ଘଟଣାରେ ୨ ଗିରଫ, ଆତଙ୍କୀକୁ ରହିବାକୁ ଓ ଖାଇବାକୁ ଦେଇଥିଲେ ଏମାନେ...

ପହଲଗାମ ଆତଙ୍କୀ ହମଲାରେ ବଡ଼ ଅପଡେଟ୍ । ଆତଙ୍କୀ ଲିଙ୍କ୍ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା NIA । ‌ଆତଙ୍କବାଦୀଙ୍କୁ ରହିବାକୁ ଓ ଖାଇବାକୁ ଦେଇଥିଲେ ଅଭିଯୁକ୍ତ । NIAକୁ ଏହି ଅଭିଯୁକ୍ତମାନେ ସମ୍ପୃକ୍ତ ୩ ଆତଙ୍କବାଦୀଙ୍କ ବିଷୟରେ ଅଧିକ ତଥ୍ୟ ଦେଇଛନ୍ତି ।

Pahalgam terror attack: ପହଲଗାମ ଆକ୍ରମଣ ଘଟଣାରେ ୨ ଗିରଫ, ଆତଙ୍କୀକୁ ରହିବାକୁ ଓ ଖାଇବାକୁ ଦେଇଥିଲେ ଏମାନେ...
Array