ଆମ ବାହାଘର ଆମେ ନାଚିବୁ

ଆମ_ବାହାଘରରେ_ଆମେ_ନାଚିବୁ ସାମ୍ନାକୁ ଆସିଲା ବିଜେଡି ନେତା ପିନାକୀ ମିଶ୍ର ଓ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ବିବାହ ଉତ୍ସବ ସମୟର ଭିଡିଓ। ଜର୍ମାନୀ ବର୍ଲିନରେ ଡେଷ୍ଟିନେସନ୍ ୱେଡିଂ ବେଳେ ଉଭୟ ଏକାଠି ନାଚୁ ଥିବାର ଦେଖିବାକୁ ମିଳିଛି।

ଆମ ବାହାଘର ଆମେ ନାଚିବୁ
Array