Pahalgam Terror Attack: ପହଲଗାମ୍ ହମଲା: ଆଉ ଜଣେ ବାୟୁ ସେନା ଅଧିକାରୀ ମୃତ

ପହଲଗାମ ଆତଙ୍କୀ ଆକ୍ରମଣରେ ଜଣେ ଏୟାରପୋର୍ସ ଅଧିକାରୀଙ୍କ ଜୀବନ ଯାଇଛି । ମୃତକ ହେଲେ ବାୟୁସେନା କର୍ପୋରାଲ ତେଗ୍ ହେଲାଙ୍ଗ । ତେଗଙ୍କ ଘର ଅରୁଣାଚଳପ୍ରଦେଶ ଲୋୟର ଶୁଭନସିରିର ତଜାଙ୍ଗ ଗାଁରେ ବୋଲି ଜଣାପଡିଛି ।

Pahalgam Terror Attack: ପହଲଗାମ୍ ହମଲା: ଆଉ ଜଣେ ବାୟୁ ସେନା ଅଧିକାରୀ ମୃତ
Array