Pahalgam Terror Attack: ହାତରୁ ମେହେନ୍ଦି ନଲିଭୁଣୁ ଲିଭିଗଲା ମଥାର ସିନ୍ଦୁର

୬ ଦିନ ତଳେ ପଡିଥିଲା ହାତଗଣ୍ଠି । ହାତରୁ ମେହେନ୍ଦି ନଲିଭୁଣୁ ଲିଭିଗଲା ସିନ୍ଦୁର । ଯାହା ହାତ ଧରି ବାକି ଜୀବନ କାଟିବାକୁ ସ୍ୱପ୍ନ ଦେଖିଥିଲେ ତାଙ୍କୁ ଅଧାବାଟରୁ ଛଡାଇନେଲେ ଆତଙ୍କବାଦୀ ।

Pahalgam Terror Attack: ହାତରୁ ମେହେନ୍ଦି ନଲିଭୁଣୁ ଲିଭିଗଲା ମଥାର ସିନ୍ଦୁର
Array