Pahalgam Terrorist Attack Response: ପାକିସ୍ତାନକୁ କେମିତି ଦିଆଯିବ କଡ଼ା ଜବାବ ? ପିଏମଙ୍କ ବାସଭବନରେ ବସିଲା ଉଚ୍ଚସ୍ତରୀୟ ବୈଠକ

ପାକିସ୍ତାନକୁ କେମିତି ଦିଆଯିବ ପହଲଗାମ ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ? ପଡ଼ୋଶୀ ଶତ୍ରୁକୁ ଉଚିତ୍ ଶିକ୍ଷା ଦେବାକୁ କିଭଳି ରହିବ ରଣନୀତି ? ଏ ସଂପର୍କରେ ଆସନ୍ତାକାଲିର CCS ବୈଠକ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀଙ୍କ ବାସବଭବନରେ ବସିଛି ଉଚ୍ଚସ୍ତରୀୟ ବୈଠକ ।

Pahalgam Terrorist Attack Response: ପାକିସ୍ତାନକୁ କେମିତି ଦିଆଯିବ କଡ଼ା ଜବାବ ? ପିଏମଙ୍କ ବାସଭବନରେ ବସିଲା ଉଚ୍ଚସ୍ତରୀୟ ବୈଠକ
Array