Pakistan At UNSC Meet: ଓଲଟିଗଲା ପାକିସ୍ତାନ ଚାଲ୍; ଭାରତ ବିରୋଧରେ UNSC ଯାଇଥିଲା, ନିଜେ ବେଜିତ୍ ହୋଇ ଫେରିଲା
ଭାରତ ବିରୋଧରେ ଜାତିସଂଘ ସୁରକ୍ଷା ପରିଷଦ(UNSC)କୁ ସାହାଯ୍ୟ ମାଗିବାକୁ ଯାଇଥିବା ପାକିସ୍ତାନ ନିଜ ଜାଲରେ ନିଜେ ଫସିଯାଇଛି । ପହଲଗାମ୍ ହମ୍ଲା ଘଟଣାରେ ପାକିସ୍ତାନକୁ କଡ଼ା ଭତ୍ସନା କରିଛନ୍ତି UNSC । ନିଜ ଦେଶରେ ଆତଙ୍କବାଦୀଙ୍କୁ ପୋଷିବା ନେଇ ଘେରିଛନ୍ତି ।