Pakistan Celebrates Pahalgam Attack: ଆତଙ୍କୀ ହମଲାର ସେଲିବ୍ରେସନ କରୁଛି କି ପାକିସ୍ତାନ ? ହାଇ କମିଶନ କାର୍ଯ୍ୟାଳୟ ଗଲା କେକ୍‌

ପହଲଗାମ୍ ଆତଙ୍କୀ ଆକ୍ରମଣର ଦୁଇ ଦିନ ମଧ୍ୟରେ ପାକିସ୍ତାନ ହାଇ କମିଶନ କାର୍ଯ୍ୟାଳୟକୁ ଏ କେକ୍ ଯିବା ନେଇ ସାଧାରଣରେ ପ୍ରଶ୍ନ ଉଠିଛି। କେକ୍ ନେଇ ଯାଉଥିବା ବ୍ୟକ୍ତି ଜଣଙ୍କ ପାକିସ୍ତାନ ହାଇ କମିଶନ କାର୍ଯ୍ୟାଳୟର ଜଣେ କର୍ମଚାରୀ ବୋଲି ଜଣାଯାଇଛି। 

Pakistan Celebrates Pahalgam Attack: ଆତଙ୍କୀ ହମଲାର ସେଲିବ୍ରେସନ କରୁଛି କି ପାକିସ୍ତାନ ? ହାଇ କମିଶନ କାର୍ଯ୍ୟାଳୟ ଗଲା କେକ୍‌
Array