Pakistan releases Indian BSF Jawan: ଭାରତ ଆଗରେ ହାର୍‌ ମାନିଲା ବେଇମାନ୍‌ ପାକିସ୍ତାନ; ଶେଷରେ BSF ଯବାନଙ୍କୁ ଛାଡ଼ିଲା...

ଭାରତ ଆଗରେ ହାର୍‌ ମାନିଲା ବେଇମାନ୍‌ ପାକିସ୍ତାନ । ଶେଷରେ ଭାରତ ଆଗରେ ମୁଣ୍ତ ନୁଆଁଇଲା ପାକିସ୍ତାନ । ଆତଙ୍କୀ ପାକିସ୍ତାନ ଶେଷରେ ଭାରତୀୟ BSF ଯବାନଙ୍କୁ ଛାଡ଼ିଛି  । ୨o ଦିନ ହେବ ଭାରତର ଯବାନଙ୍କୁ ରଖିଥିଲା ପାକିସ୍ତାନ ।

Pakistan releases Indian BSF Jawan: ଭାରତ ଆଗରେ ହାର୍‌ ମାନିଲା ବେଇମାନ୍‌ ପାକିସ୍ତାନ; ଶେଷରେ BSF ଯବାନଙ୍କୁ ଛାଡ଼ିଲା...
Array