Russia Earthquake: ରୁଷରେ ଶକ୍ତିଶାଳୀ ଭୂମିକମ୍ପ, ଦୁଇ ଦେଶରେ ମାଡି ଆସିଲା ସୁନାମୀ

ରୁଷିଆର କାମଚାଟକାରେ ୮.୮ ତୀବ୍ରତାର ଭୂମିକମ୍ପର ଜୋରଦାର ଝଟକା ଅନୁଭୂତ ହେବା ପରେ ରୁଷିଆର କୁରିଲ୍ ଏବଂ ଜାପାନର ହୋକାଇଡୋରେ ସୁନାମୀ ମାଡ ହୋଇଛି।

Russia Earthquake: ରୁଷରେ ଶକ୍ତିଶାଳୀ ଭୂମିକମ୍ପ, ଦୁଇ ଦେଶରେ ମାଡି ଆସିଲା ସୁନାମୀ
Array