Pakistani Army Chiefs Living Abroad: ଅବସର ପରେ କାହିଁକି ବିଦେଶରେ ରହିବାକୁ ପସନ୍ଦ କରନ୍ତି ପାକିସ୍ତାନ ସେନାମୁଖ୍ୟ ?
କହିବାକୁ ଗଲେ, ବିଦେଶରେ ରହିବା ସେମାନଙ୍କ ପାଇଁ ଏକ ‘ସେପ୍ଟି ଭାଲବ’ ଭାବେ କାମ କରେ । ୨ୟ କଥା ହେଲା ଅବସର ପରେ ସେନାମୁଖ୍ୟ ଜେନରାଲଙ୍କ ପାଖରେ କୋଟି କୋଟି ଡଲାରର ସମ୍ପତ୍ତି, ବ୍ୟାଙ୍କ ବାଲାନ୍ସ, ବିଜିନେସ ଏମ୍ପାୟାର ଥାଏ । ଏମାନେ ଅଧିକରୁ ଅଧିକ ଅର୍ଥ ବାହାର ଦେଶରେ ଇନଭେଷ୍ଟ କରିଥାନ୍ତି । ତେଣୁ ସେମାନେ ବିଦେଶରେ ଥଇଥାନ ହେବାକୁ ବେଶି ପସନ୍ଦ କରିଥାନ୍ତି ।