Palak tiwari: ପଲକ ତିୱାରୀ କାହିଁକି ଏତେ ଫିଟ୍; ଜାଣନ୍ତୁ ତାଙ୍କର ସିକ୍ରେଟ୍ ଡାଏଟ୍ ପ୍ଲାନ୍
ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀ ଏପର୍ଯ୍ୟନ୍ତ କେବଳ ଗୋଟିଏ ଫିଲ୍ମରେ ନଜର ଆସିଛନ୍ତି, କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ୍ ଫଲୋଇଂ ପୂରା ଦମଦାର୍। ତାଙ୍କ ଷ୍ଟାଇଲ୍, ଫ୍ୟାଶନ୍ ସେନ୍ସ ଏବଂ ଫିଟ୍ନେସ୍ ପାଇଁ ଲୋକେ ପାଗଳ। ଏହି ଅଭିନେତ୍ରୀ ନିଜ ଫିଟ୍ନେସ୍ ପାଇଁ ମଧ୍ୟ କଠିନ ପରିଶ୍ରମ କରନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କ ଗୁପ୍ତ ଡାଏଟ୍ ବିଷୟରେ।