Video: ବିଶ୍ବର ସର୍ବୋଚ୍ଚ ରେଳବ୍ରିଜରେ ଗଡ଼ିଲା ଟ୍ରେନ

ଜମ୍ମୁ-କାଶ୍ମୀର,୨୦।୧: ଭାରତୀୟ ରେଳ ଗୁରୁବାର ଜମ୍ମୁ-କାଶ୍ମୀରର ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜରେ ଟ୍ରେନର ସଫଳ ଟ୍ରାଏଲ ରନ୍‌ କରିଛି। ନୂତନ ଭାବେ ନିର୍ମିତ ଚେନାବ ରେଳ ବ୍ରିଜ ରାମବାନ ଜିଲାର ସାଙ୍ଗଲଡାନ ଏବଂ ରେସି ମଧ୍ୟରେ ନିର୍ମିତ। ଏହି ଲାଇନରେ ଥିବା ଖୁବ ଶୀଘ୍ର ରେଳ ସେବା ଆରମ୍ଭ ହେବ ବୋଲି ଅଧିକାରୀମାନେ କହିଛନ୍ତି   #WATCH | J&K: Indian Railway conducts a trial run on the newly constructed world’s highest […] The post Video: ବିଶ୍ବର ସର୍ବୋଚ୍ଚ ରେଳବ୍ରିଜରେ ଗଡ଼ିଲା ଟ୍ରେନ appeared first on Dharitri Odia News.

Video: ବିଶ୍ବର ସର୍ବୋଚ୍ଚ ରେଳବ୍ରିଜରେ ଗଡ଼ିଲା ଟ୍ରେନ

ଜମ୍ମୁ-କାଶ୍ମୀର,୨୦।୧: ଭାରତୀୟ ରେଳ ଗୁରୁବାର ଜମ୍ମୁ-କାଶ୍ମୀରର ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜରେ ଟ୍ରେନର ସଫଳ ଟ୍ରାଏଲ ରନ୍‌ କରିଛି। ନୂତନ ଭାବେ ନିର୍ମିତ ଚେନାବ ରେଳ ବ୍ରିଜ ରାମବାନ ଜିଲାର ସାଙ୍ଗଲଡାନ ଏବଂ ରେସି ମଧ୍ୟରେ ନିର୍ମିତ। ଏହି ଲାଇନରେ ଥିବା ଖୁବ ଶୀଘ୍ର ରେଳ ସେବା ଆରମ୍ଭ ହେବ ବୋଲି ଅଧିକାରୀମାନେ କହିଛନ୍ତି

 

ଏହି ପରିପ୍ରେକ୍ଷୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ରାଏଲ ରନ୍‌ର ଫଟୋ ସହ ଏକ ଭିଡିଓ X ରେ ଏକ ପୋଷ୍ଟରେ କହିଛନ୍ତି,। ବିଶ୍ବର ସର୍ବୋଚ୍ଚ ରେଳବ୍ରିଜରେ ସଫଳ ଟ୍ରାଏଲ ରନ୍‌ ଏକ ନୂତନ ମାଇଲ ବୋଲି ସେ ଉଲ୍ଲେଖ କରିଛନ୍ତି।

ଏହି ସେତୁ ଚେନାବ ନଦୀଠାରୁ ୩୫୯ମିଟର (ପ୍ରାୟ ୧୦୯ ଫୁଟ) ଉପରେ ନିର୍ମିତ। ଏହି ବିଜ୍ର ପ୍ୟାରିସର ଆଇଫେଲ ଟାୱାରଠାରୁ ୩୫ ମିଟର ଉଚ୍ଚ ଅଟେ। ଏହା ଉଦାମପୁର ଶ୍ରୀନଗର ବାରାମୁଲ୍ଲା ରେଳ ଲିଙ୍କ (USBRL) ପ୍ରକଳ୍ପ ଅଧୀନରେ ନିର୍ମିତ ହୋଇଛି।

The post Video: ବିଶ୍ବର ସର୍ବୋଚ୍ଚ ରେଳବ୍ରିଜରେ ଗଡ଼ିଲା ଟ୍ରେନ appeared first on Dharitri Odia News.