Panchang Today 10th September 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଶୁଭ କାର୍ଯ୍ୟ କରନ୍ତୁ
ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ମଙ୍ଗଳବାର। ଚନ୍ଦ୍ର- ବିଛା ଅହୋରାତ୍ର ,ତିଥି- ୭ମୀ ରାତ୍ରି ୧୧.୧୨ ଗତେ ୮ମୀ,ଘାତଚନ୍ଦ୍ର- ନାସ୍ତି ,ଘାତବାର- ମକର ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୧୧.୧୨ ଗତେ ୧ପାଦ-କୃଷିହାନି-ଭୂମିଦାନ
ଶୁଭସମୟ:
ଦିବା - ୦୮.୪୦ ରୁ ୧୦.୩୦
ଦିବା- ୧୨.୫୬ ରୁ ୦୧.୧୫
ଦିବା- ୦୪.୧୮ ରୁ ୦୫.୦୧
ସନ୍ଧ୍ୟା- ୦୫.୫୦ ରୁ ୦୬.୩୭
ରାତ୍ରି- ୦୮.୫୮ ରୁ ୧୧.୧୯
ରାତ୍ରି- ୦୧.୪୧ ରୁ ୦୩.୧୫
ଅଶୁଭସମୟ:
ରାହୁକାଳ- ଦିବା ୦୨.୪୬ ରୁ ୦୪.୧୮
କାଳବେଳା- ଦିବା ୦୧.୧୫ ରୁ ୦୨.୪୬
ବାରବେଳା- ପ୍ରାତଃ ୦୭.୦୮ ରୁ ୦୮.୪୦
କାଳରାତ୍ରି- ସନ୍ଧ୍ୟା ୦୭.୧୮ ରୁ ୦୮.୪୬