Panchang Today 11th June 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ବୃଷ ମାସ  ଜ୍ୟେଷ୍ଠ ଶୁକ୍ଳପକ୍ଷ। ଇଂରାଜୀ ୧୧ ତାରିଖ ବୁଧବାର । ଚନ୍ଦ୍ର- ବିଛା ରାତ୍ରି ୦୮.୧୦ ଗତେ ଧନୁ । ତିଥି - ପୂର୍ଣ୍ଣିମା ଦିବା ୦୧.୧୩ ଗତେ ପ୍ରତିପଦ । ଘାତଚନ୍ଦ୍ର- ରାତ୍ରି ୦୮.୧୦ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ନାସ୍ତି ।

Panchang Today 11th June 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
Array