Panchang Today 15th April 2024: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଆଜିର ଶୁଭ ମୂହୁର୍ତ୍ତ
ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୫ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୫ ତାରିଖ ସୋମବାର । ଚନ୍ଦ୍ର- ମିଥୁନ ରାତ୍ରି ୦୮.୩୯ ଗତେ କର୍କଟ,ତିଥି- ୭ମୀ ଦିବା ୧୨.୧୧ ଗତେ ୮ମୀ,ଘାତଚନ୍ଦ୍ର- କନ୍ୟା ରାଶିର ରାତ୍ରି ୦୮.୩୯ ପର୍ଯ୍ୟନ୍ତ ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୨.୧୧ ଗତେ ୧ ପାଦ-କୁଟୁମ୍ବହାନି- ତିଳକାଞ୍ଚନ ଦାନ ରାତ୍ରି ୦୩.୦୬ ପର୍ଯ୍ୟନ୍ତ
ଶୁଭ ସମୟ:
ପ୍ରାତଃ- ୦୫.୩୨ ରୁ ୦୭.୦୫
ଦିବା- ୧୦.୩୧ ରୁ ୦୧.୦୧
ଦିବା-୦୪.୨୭ ରୁ ୦୫.୧୧
ସନ୍ଧ୍ୟା-୦୬.୪୭ ରୁ ୦୯.୦୫
ରାତ୍ରି- ୧୧.୪୬ ରୁ ୦୨.୨୭
ଅଶୁଭ ସମୟ:
ରାହୁକାଳ - ପ୍ରାତଃ ୦୭.୦୫ ରୁ ୦୮.୩୯
କାଳବେଳା- ପ୍ରାତଃ ୦୭.୦୫ ରୁ ୦୮.୩୯
ବାରବେଳା- ଦିବା ୦୨.୫୩ ରୁ ୦୪.୨୭
କାଳରାତ୍ରି- ରାତ୍ରି ୧୦.୨୦ ରୁ ୧୧.୪୬