Panchang Today 22th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୨ତାରିଖ   ଗୁରୁବାର ।ଚନ୍ଦ୍ର- କୁମ୍ଭ ଦିବା ୧୨.୦୭ ଗତେ ମୀନ। ତିଥୀ- ୧୦ମୀ ରାତ୍ରି ୦୧.୧୨ ଗତେ ୧୧ଶୀ।ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର , ଦିବା ୧୨.୦୭ ଗତେ ଧନୁ ରାଶିର।

Panchang Today 22th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
Array