Panchang Today 23rd Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
ସୌର କୁମ୍ଭ ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ଶୁକ୍ରବାର। ଚନ୍ଦ୍ର- କର୍କଟ ସନ୍ଧ୍ୟା ୦୭.୨୫ ଗତେ ସିଂହ। ତିଥି- ୧୪ଶୀ ଦିବା ୦୩.୩୪ ଗତେ ପୂର୍ଣ୍ଣିମା।
ସୌର କୁମ୍ଭ ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ଶୁକ୍ରବାର। ଚନ୍ଦ୍ର- କର୍କଟ ସନ୍ଧ୍ୟା ୦୭.୨୫ ଗତେ ସିଂହ। ତିଥି- ୧୪ଶୀ ଦିବା ୦୩.୩୪ ଗତେ ପୂର୍ଣ୍ଣିମା। ଘାତଚନ୍ଦ୍ର- ସନ୍ଧ୍ୟା ୦୭.୨୫ ଗତେ କର୍କଟ ଓ ମକର ରାଶିର। ଘାତବାର- ବିଛା, ଧନୁ ଓ ମୀନ। ପୁଷ୍କର ଦୋଷ- ନାସ୍ତି।
ଶୁଭ ସମୟ
ପ୍ରାତଃ-୦୬.୧୪ ରୁ ୦୭.୦୦
ପ୍ରାତଃ-୦୭.୪୬ ରୁ ୦୯.୦୭
ଦିବା-୧୨.୨୩ ରୁ ୦୨.୪୧
ଦିବା-୦୪.୧୩ ରୁ ୦୫.୪୫
ସନ୍ଧ୍ୟା-୦୭.୨୫ ରୁ ୦୮.୫୨
ରାତ୍ରି- ୦୨.୦୪ ରୁ ୦୪.୩୪
ଅଶୁଭ ସମୟ
ରାହୁକାଳ - ଦିବା ୧୦.୩୩ ରୁ ୧୨.୦୦
କାଳବେଳା- ଦିବା ୧୦.୩୩ ରୁ ୧୨.୦୦
ବାରବେଳା- ଦିବା ୦୯.୦୭ ରୁ ୧୦.୩୩
କାଳରାତ୍ରି- ରାତ୍ରି ୦୮.୫୨ ରୁ ୧୦.୨୬