Panchang Today 26th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଶନିବାର। ଚନ୍ଦ୍ର- ମୀନ ରାତ୍ରି ୦୩.୩୮ ଗତେ ମେଷ। ତିଥି- ୧୩ଶୀ ଦିବା ୦୮.୨୭ ଗତେ ୧୪ଶୀ।ଘାତଚନ୍ଦ୍ର- ଧନୁ ରାଶିର, ରାତ୍ରି ୦୩.୩୮ ଗତେ ମେଷ ରାଶିର।  ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ।

Panchang Today 26th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
Array