Panchang Today 27th December 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଜମି କ୍ରୟ କରନ୍ତୁ ..
ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଶୁକ୍ରବାର । ଚନ୍ଦ୍ର- ତୁଳା ଦିବା ୦୧.୫୬ ଗତେ ବିଛା ତିଥି-୧୨ ଶୀ ରାତ୍ରି ୦୨.୨୬ ଗତେ ୧୩ ଶୀ ଘାତଚନ୍ଦ୍ର- ନାସ୍ତି ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି -ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୮.୨୭ ଗତେ ୧ ପାଦ-ପଶୁସମ୍ପଦ ନାଶ ଅନ୍ନ ଦାନ ରାତ୍ରି ୦୨.୨୬ ପର୍ଯ୍ୟନ୍ତ