ଆଉ ପଡ଼ିବନି ତାରିଖ ପେ ତାରିଖ!

ଆଉ_ପଡ଼ିବନି_ତାରିଖ_ପେ_ତାରିଖ! ଜଷ୍ଟିସ ଡିଲେଡ୍ ଇଜ୍ ଜଷ୍ଟିସ ଡିନାଏଡ୍। ଅର୍ଥାତ ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ରାଜ୍ୟରେ ବର୍ଷ ବର୍ଷ ଧରି ଗଡ଼ି ଚାଲିଛି ଲକ୍ଷ ଲକ୍ଷ ମାମଲା। ହେଲେ ଆଶ୍ବସ୍ତିର କଥା ହେଉଛି ଏବେ ଏଇ ଧାରାରେ ବ୍ରେକ୍ ଲଗାଇବାକୁ ଯାଉଛନ୍ତି ମୋହନ ସରକାର।

ଆଉ ପଡ଼ିବନି ତାରିଖ ପେ ତାରିଖ!
Array