US Diplomacy in Russia-Ukraine War: ଋଷ୍-ୟୁକ୍ରେନ୍ ଯୁଦ୍ଧରେ ଲାଗିପାରେ ବିରାମ; 2ଘଣ୍ଟା ଧରି ପୁଟିନ-ଟ୍ରମ୍ପ ମଧ୍ୟରେ ଆଲୋଚନା

ଋଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧର ଖୁବଶୀଘ୍ର ଅନ୍ତ ହେବ ବୋଲି ଅନୁମାନ କରାଯାଉଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଘଣ୍ଟା ଧରି ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି ।

US Diplomacy in Russia-Ukraine War: ଋଷ୍-ୟୁକ୍ରେନ୍ ଯୁଦ୍ଧରେ ଲାଗିପାରେ ବିରାମ; 2ଘଣ୍ଟା ଧରି ପୁଟିନ-ଟ୍ରମ୍ପ ମଧ୍ୟରେ ଆଲୋଚନା
Array